34.1 C
Bhubaneswar
Friday, October 18, 2024
Homeଓଡିଶା୫ଜଣ ଇଞ୍ଜିନିୟରଙ୍କୁ ତାଲା ପକାଇଲେ ଲୋକ

୫ଜଣ ଇଞ୍ଜିନିୟରଙ୍କୁ ତାଲା ପକାଇଲେ ଲୋକ

କରଞ୍ଜିଆ: ଇଞ୍ଜିନିୟରଙ୍କୁ ତାଲା । ୫ଜଣ ଇଞ୍ଜିନିୟରଙ୍କୁ ତାଲା ପକାଇଲେ ଲୋକ । ମୟୂରଭଞ୍ଜ ଶୁକୃଳି ବ୍ଲକ ଇନ୍ଦିପୁର ଗାଁର ଦିନ ମଜୁରିଆଙ୍କ ପାରିଶ୍ରମିକ ଦେବା ଦାବିରେ ଲୋକ ତାଲା ପକାଇଛନ୍ତି । ଗତ କିଛି ମାସ ହେଲା ଏକଲବ୍ୟ ବିଦ୍ୟାଳୟର କାର୍ଯ୍ୟ ଚାଲିଛି । ବିଦ୍ୟାଳୟ ନିର୍ମାଣ କରୁଥିବା କଣ୍ଟ୍ରାକ୍ଟର, ଲେବର, ମିସ୍ତ୍ରୀ ଏବଂ ଭେଣ୍ଡର କାର୍ଯ୍ୟ କରିଥିଲେ ବି ବକେୟା ଟଙ୍କା ପାଇନାହାନ୍ତି ।
ଏଥିପାଇଁ ଆଜି ୫ଜଣ ଇଞ୍ଜିନିୟରଙ୍କୁ ତାଲା ପକାଇଛନ୍ତି ଉତ୍ୟକ୍ତ ଲୋକ। ଏଥିରେ କେନ୍ଦ୍ର ସରକାରଙ୍କ ୩ଜଣ ଇଂଜିନିୟର ଥିବାବେଳେ କମ୍ପାନୀର ଦୁଇ ଜଣ ଇଂଜିନିୟର ଅଛନ୍ତି । ଘଟଣାସ୍ଥଳରେ ରରୁଆ ପୋଲିସ ପହଁଚି ଲୋକମାନକୁ ବୁଝାସୁଝା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking