30.1 C
Bhubaneswar
Sunday, June 2, 2024
Homeଓଡିଶାମୁଖ୍ୟମନ୍ତ୍ରୀ କିଏ ଲୋକେ ପଚାରୁଛନ୍ତି: ଅପରାଜିତା

ମୁଖ୍ୟମନ୍ତ୍ରୀ କିଏ ଲୋକେ ପଚାରୁଛନ୍ତି: ଅପରାଜିତା

ଭୁବନେଶ୍ୱର: ସୌମ୍ୟଙ୍କ ଆଲେଖ୍ୟରୁ ଦେଇ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା । ଏ ପ୍ରସଙ୍ଗ ମୁଁ ଆଗରୁ ଉଠାଇଛି, ଗାଁ ଗାଁରେ ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ କିଏ ଲୋକମାନେ ପଚାରୁଛନ୍ତି ଅପରାଜିତା ଷଡଙ୍ଗୀ । ସଚିବ ସ୍ତରରେ କର୍ମଚାରୀ ହେଲିକପ୍ଟର ଯିବା ଶୋଭା ପାଉନି ।  ଦରିଦ୍ର ରାଜ୍ୟରେ ଏସବୁ କଲେ ଜଗନ୍ନାଥଙ୍କୁ ବିଭଲ ଲାଗିବ ନାହିଁ ।  ବିଜେଡି ବିଧାୟକ, ମନ୍ତ୍ରୀ, ସାଂସଦଙ୍କ ପ୍ରତି ମୋର ଦୟା ଭାବ ଅଛି ।

ମନ୍ତେଈ ନଈରେ ବୁଲୁଛି ୨୦ ଫୁଟିଆ କୁମ୍ଭୀର, ଲୋକେ ଆତଙ୍କିତ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking