18.1 C
Bhubaneswar
Tuesday, November 26, 2024
Homeଓଡିଶାମେଡିକାଲରୁ ବିଚାରାଧୀନ ବନ୍ଦୀ ଫେରାର୍‌

ମେଡିକାଲରୁ ବିଚାରାଧୀନ ବନ୍ଦୀ ଫେରାର୍‌

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ବିଚାରଧୀନ କଏଦୀ ଫେରାର ହୋଇଯାଇଥିବା ଜଣାଯାଇଛି । ଗତ ଡିସେମ୍ବର ମାସରେ ଭସ୍ମା ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲେ କଏଦୀ ଅର୍ଜୁନ ମୁଣ୍ଡା । ଗତ ୨୯ ତାରିଖରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଜି ସେ ଚକମା ଦେଇ ଫେରାର ହେବା ହୋଇଯାଇଥିବା ଜଣାଯାଇଛି । ଘଟଣା ପରେ ପରେ ଟାଉନ ପୁଲିସ ତଦନ୍ତ ଆରମ୍ଭ କରିଛି । ଫେରାର କଏଦୀଙ୍କ ଘର ଭଷ୍ମ ଥାନା ମଙ୍ଗସପୁର ବାଉଁଶମୁଣ୍ଡା ବୋଲି ଜଣାପଡ଼ିଛି । ଘଟଣା ପରେ ସଦର ଏସଡିପିଓ ହିମାଂଶୁ ବେହେରା, ଟାଉନଥାନା ଅଧିକାରୀ ଜିଲ୍ଲା ମୁଖ୍ୟ କାରାଗାରକୁ ଯାଇ ସେଠାରେ ଜେଲର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking