36.1 C
Bhubaneswar
Sunday, May 19, 2024
Homeଓଡିଶାପରିକ୍ରମା ପ୍ରକଳ୍ପ : ଆସନ୍ତାକାଲି ରାୟ

ପରିକ୍ରମା ପ୍ରକଳ୍ପ : ଆସନ୍ତାକାଲି ରାୟ

ପୁରୀ : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟକୁ ସରଂକ୍ଷିତ ରଖିଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ପର୍ଯ୍ୟନ୍ତ ରାୟକୁ ସରଂକ୍ଷିତ ରଖିଲେ ସୁପ୍ରିମକୋର୍ଟ । ନିର୍ମାଣକୁ ବିରୋଧ କରି ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାୟର ହୋଇଥିଲା ।

ମାସକରେ ୧୫୮ ଅପରାଧୀ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking