ଭୁବନେଶ୍ୱର: ସଂସଦରେ ସୁରକ୍ଷା ଭଙ୍ଗ ମାମଲାରେ ଆଉ ଜଣେ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ଷଷ୍ଠ ଅଭିଯୁକ୍ତ ମହେଶକୁ ଗିରଫ କଲା ଦିଲ୍ଲୀ ପୋଲିସ । ଖୁବଶୀଘ୍ର ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯିବ ।