ମୁମ୍ବାଇ : ଦ୍ବିତୀୟ ବିବାହ ପରେ ମା ହେବେ ପାକିସ୍ତାନର ନାମୀ ଦାମୀ ଅଭିନେତ୍ରୀ ମାହିରା ଖାନ । ସେ ଦ୍ବିତୀୟ ବିବାହ ପରେ ମା ହେବାକୁ ଯାଉଛନ୍ତି ହୁଏତ ଆପଣଙ୍କୁ କଥାଟା ଅଡୁଆ ଲାଗୁଥିବ । ତେବେ ସେ ଘଟଣା କେତେ ସତ ଆସନ୍ତୁ ତାହା ଜାଣିବା । ଗତ ବର୍ଷ ଅକ୍ଟୋବରରେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିରିଲେ ମାହିରା । ତେବେ ଏହି ବିବାହ ତାଙ୍କର ଦ୍ୱିତୀୟ ଥର ଥିଲା । ହେଲେ ଏବେ ବିବାହର ୪ ମାସ ପରେ ତାଙ୍କ ମାଆ ହେବା ଖବର ନେଇ ଚର୍ଚ୍ଚା ହେଉଛି । ଅନେକ ରିପୋର୍ଟରେ ଏନେଇ ଦାବି କରାଯାଉଛି । ରିପୋର୍ଟରେ କୁହାଯାଉଛି ମାହିରା ମାଆ ହେବାକୁ ଯାଉଛନ୍ତି । ଏହି ଖବରରେ କେତେ ସତ୍ୟତା ଅଛି ତାର ଖୁଲାସା କରିଛନ୍ତି ନିଜେ ମାହିରା । ୮ ମାର୍ଚ୍ଚ ମହିଳା ଦିବସ ଅବସରରେ ମାହିରା ତାଙ୍କର ସୋସିଆଲ ମିଡିଆରେ ତାଙ୍କର ଜୀବନକୁ ନେଇ ଖୁଲାସା କରିଛରିନ୍ତି । କଥାବାର୍ତ୍ତା ମଧ୍ୟରେ ଅଭିନେତ୍ରୀ ମୁହଁ ଖୋଲିଛନ୍ତି, ଆଉ କହିଛହିନ୍ତି ଏସବୁ ଗସିପ୍ସି ବେସଲେସ୍ । ହଁ ଯଦି ମୁଁ ମାଆ ହେଲେ ଏଥିରେ ଅଜବ କଥା କଣ । ଲାଗୁଛି ମୋ ଓଜନ ବଢିଥିଢିବାରୁ ଏମିତି ଗସିପ୍ସି ହେଉଛି । ସେ ଆହୁରି କହିଥିହିଲେ କି, କିମୋ ପ୍ରେଗେନ୍ସି ପାଇଁ ମୁଁ ନେଟ୍ ଫ୍ଲିକ୍ସରେ ଓ୍ୱେବସିରିସିଜରିରେ କାମ କରିବା ଛାଡିଦେଇଛି । ଯଦିଓ ଏକଥାର କିଛି ସତ୍ୟତା ନାହିଁ । ପ୍ରେଗେନ୍ସି ଖବର ଛଡା ତାଙ୍କୁ ତାଙ୍କ ସ୍ୱାମୀ ଙ୍କ ବିଷୟବି ରେ ପଚରାଯାଇଥିଲା । ତାଙ୍କୁ ପଚାରାଯାଇଥିଲା କି, ତାଙ୍କ ସ୍ୱାମୀଙ୍କ କେଉଁ ଗୁଣ ତାଙ୍କୁ ପସନ୍ଦ ଆସେନି । ସେ ଏହାର ଉତ୍ତରରେ କହିଥିହିଲେ କି, ସଲିମ୍ ତାଙ୍କ ଫିଲିଙ୍ଗ୍ସ କେବେ ସେୟାର କରନ୍ତିନାହିଁ । କହିବାକୁ ଗଲେ ମାହିରା ହି ୨୦୦୭ରେ ଅଲ୍ଲୀ ଅସ୍କାରୀଙ୍କୁ ବିବାହ କରିଥିରିଲେ । ବିବାହରେ ୨୦୦୯ରେ ତାଙ୍କର ଗୋଟିଏଟି ପୁଅ ହୋଇଥିଲା । ତେବେ ବିବାହର ୮ ବର୍ଷପରେ ମାହିରା ଓ ଅଲ୍ଲୀ ଅଲଗା ହେଇଯାଇଥିଲେ । ଏବେ ଦ୍ୱିତୀୟ ବିବାହର ୪ ମାସ ପରେ ତାଙ୍କ ମାଆ ହେବା ଖବର ଚର୍ଚ୍ଚା ହେଉଛି ।