25.5 C
Bhubaneswar
Friday, March 28, 2025
Homeଦେଶ ବିଦେଶହମାସ ନେତାଙ୍କୁ ପାକିସ୍ତାନର ଭିଆଇପି ସ୍ୱାଗତ

ହମାସ ନେତାଙ୍କୁ ପାକିସ୍ତାନର ଭିଆଇପି ସ୍ୱାଗତ

ନୂଆଦିଲ୍ଲୀ :ପାକିସ୍ତାନ ଦ୍ୱାରା ଦଖଲରେ ଥିବା କାଶ୍ମୀରର ପିଓକେକୁ ନିଜ ଦେଶରେ ମିଶାଇବାକୁ ହୀନ ଚକ୍ରାନ୍ତ କରିଛି ପାକିସ୍ତାନ । ନିଜେ ନପାରିବା କାରଣରୁ ଏବେ ହମାସର ସହାୟତା ନେଇଛି । ଭାରତ ବିରୋଧରେ ହମାସ ନେତାଙ୍କ ଉପସ୍ଥିତିରେ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର -ଏ-ତୈବା ଏକ ସମ୍ମିଳନୀ କରିଛି । ଏହି ସମ୍ମିଳନୀରେ ଅନେକ ହମାସ ନେତା ଉପସ୍ଥିତ ଥିଲେ । ଆତଙ୍କୀ ସଂଗଠନ ଲସ୍କର -ଏ-ତୈବା ଆତଙ୍କବାଦୀ ସଂଗଠନ ଭିଆଇପି ସ୍ୱାଗତ କରିଥିଲା । ଏହି ସ୍ୱାଗତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking