24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଦିଲ୍ଲୀର ସବୁଠାରୁ ବଡ ଗହଣା ଲୁଟର ହେଲା ପଦ୍ଦାଫାସ

ଦିଲ୍ଲୀର ସବୁଠାରୁ ବଡ ଗହଣା ଲୁଟର ହେଲା ପଦ୍ଦାଫାସ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଗହଣା ଦୋକାନରୁ କିଛିଦିନ ତଳେ ହୋଇଥିବା ଲୁଟର ପଦ୍ଦାଫାସ ହୋଇଛି । ଏହି ଲୁଟରେ ସାମିଲ ଥିବା ୩ ଅପରାଧୀଙ୍କୁ ଛତିଶଗଡରୁ ଗିରଫ କରାଯାଇଛି । ଲୁଟ ହୋଇଥିବା ସୁନାକୁ ଉଦ୍ଧାର କରିବାକୁ ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଧରାପଡିଥିବା ଅପରାଧୀଙ୍କ ମଧ୍ୟରୁ ମୁଖ୍ୟ ଅପରାଧୀ ଲୋକେଶ ଶ୍ରୀବାସ୍ତବ ଓ ଅନ୍ୟ ଅଭିଯୁକ୍ତ ଶିବା ଚନ୍ଦ୍ରବଂଶୀଙ୍କ ସହ ଅନ୍ୟଜଣେ ସାମଲ ଅଛି । ପୋଲିସ ସେମାନଙ୍କ ଠାରୁ ଲୁଟ ସୁନା ଗହଣାର କିଛି ଜବତ କରିଛି । ପୋଲିସ ତରଫରୁ କୁହାଯାଇଛି କି ଏହି ଲୁଟେରା ଗ୍ୟାଙ୍ଗ ବିଶେଷ ଭାବେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡରେ ଲୁଟ କରିଥାନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking