28.1 C
Bhubaneswar
Wednesday, May 22, 2024
Homeଓଡିଶାଓଟିପି ସେୟାରିଂ ସ୍କାମ୍‌: ପାକିସ୍ତାନ ଲିଙ୍କ୍‌

ଓଟିପି ସେୟାରିଂ ସ୍କାମ୍‌: ପାକିସ୍ତାନ ଲିଙ୍କ୍‌

ଭୁବନେଶ୍ୱର: ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏସଟିଏଫ ଦ୍ୱାରା ୩ ଜଣଙ୍କୁ ଗିରଫ କରାଯାଇଛି । ୩ ଗିରଫଙ୍କ ମଧ୍ୟରୁ ନୟାଗଡର ଜଣେ ଆଇଟିଆଇ ଶିକ୍ଷକ ଥିବା ଜଣାପଡିଛି । ଜାଲିଆତି କରି ଅନ୍ୟମାନଙ୍କ ନାଁରେ ସିମ୍ କାର୍ଡ ହାତଉଥିଲେ ଅଭିଯୁକ୍ତ ଜଣକ । ଏହାପରେ ଓଟିପି ବିଭିନ୍ନ ଗ୍ରାହକଙ୍କୁ ବିକ୍ରି କରୁଥିଲେ ଅଭିଯୁକ୍ତ ।

ଏପରିକି ପାକିସ୍ତାନୀ ଏଜେଂଟ ଆଇଏସଆଇକୁ ବି ଓଟିପି ବିକିଥିବା ସୂଚନା । ଭାରତୀୟଙ୍କ ନାଁରେ ସିମ୍ କାର୍ଡ ଥିଲେ ବି ପାକିସ୍ତାନରୁ ଅପରେଟ୍ ହେଉଥିଲା ବୋଲି ଜଣାପଡିଛି । ଗୁପ୍ତଚରୀ, ଆତଙ୍କୀକୁ ତଥ୍ୟ ପ୍ରଦାନ କରି ଦେଶ ବିରୋଧୀ କାର୍ଯ୍ୟ କରୁଥିଲେ ସେ ଶିକ୍ଷକ ଜଣକ । ଅଭିଯୁକକ୍ତଙ୍କ ନିକଟରୁ ୧୯ ଦାମୀ ମୋବାଇଲ୍ ଜବତ କରିଛି ଏସଟିଏଫ । ୪୭ଟି ସିମ୍ କାର୍ଡ ଓ ୬୧ଟି ଏଟିଏମ୍ କାର୍ଡ ମଧ୍ୟ ଜବତ କରିଛି ଏସଟିଏଫ୍ ।

ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ୫ଟି ଦାମୀ ଫୁଲ ବିଷୟରେ…..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking