31.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶ୨୭ ଲକ୍ଷ ଟଙ୍କାର ଅଫିମ୍ ଜବତ: ୨ ଗିରଫ

୨୭ ଲକ୍ଷ ଟଙ୍କାର ଅଫିମ୍ ଜବତ: ୨ ଗିରଫ

ଝାଡଖଣ୍ଡ: ଝାଡଖଣ୍ଡରେ ନିଶାଦ୍ରବ୍ୟ ବିରୋଧରେ କଡା କାର୍ଯ୍ୟାନୁଷ୍ଠା। ଏକ କାର୍‌ରୁ ୨୭ ଲକ୍ଷ ଟଙ୍କାର ଅଫିମ୍ ଜବତ କରାଯାଇଛି। ଡ୍ରଗ୍ସ ଜବତ କରିବା ପରେ ପୋଲିସ ୨ ଜଣ ନିଶାଦ୍ରବ୍ୟ ଚାଲାଣକାରୀଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ଚାତ୍ରା ଜିଲ୍ଲାର ବାସିନ୍ଦା ଏମିନ ଏବଂ ସୂଚନାରୁ ପ୍ରକାଶ, ଗୁପ୍ତ ସୂଚନା ଆଧାରରେ ପୋଲିସ ଝାଡଖଣ୍ଡର ଚତରା ଜିଲ୍ଲାର ପଥଲଗଡା ଅଞ୍ଚଳରେ ଏକ କାର୍‌କୁ ଅଟକାଇ ସେଥିରୁ ୫.୪୭୨ କିଲୋଗ୍ରାମରୁ ଅଫିମ୍ ଜବତ କରିଛି। ଚାତ୍ରା ପୋଲିସ ଚାଲାଣକାରୀଙ୍କଠାରୁ କାର୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ଦୁଇ ଚାଲାଣକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking