ଭୁବନେଶ୍ୱର: ନୂଆବର୍ଷରେ ଖୋଲିବ ଫରେନସିକ ଲ୍ୟାବ । ଡିଜିଟାଲ ୱେରେ ଆସୁଥିବା ଅଭିଯୋଗର ଯାଞ୍ଚ ହେବ । ଲାଞ୍ଚ ଅଭିଯୋଗଗୁଡିକରେ ଏଠାରେ ଯାଞ୍ଚ କରାଯିବ । ୨୦୨୪ ସମୁଦାୟ ୨୦୦ ଲାଞ୍ଚ ମାମଲା ହୋଇଛି । ୧୩୧ କୋଟି ବେଆଇନ ସମ୍ପତ୍ତି ଜବତ କରିଛି । ୧୮୧ ସରକାରୀ ବାବୁ ଗିରଫ ହୋଇଛନ୍ତି । ଏନେଇ ରାଜ୍ୟ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।