28.1 C
Bhubaneswar
Thursday, June 5, 2025
Homeଓଡିଶାପଦ୍ମାବତୀ ବସ୍ ଧକ୍କାରେ ବୃଦ୍ଧ ମୃତ

ପଦ୍ମାବତୀ ବସ୍ ଧକ୍କାରେ ବୃଦ୍ଧ ମୃତ

ପୁରୀ : ପୁରୀ -ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁରଠାରେ ପଦ୍ମାବତୀ ବସ୍ ଧକ୍କାରେ ମାଳିଗୋପାଳି ଗାଁର ଫଗୁ ବେହେରା(୬୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ରାସ୍ତାରୋକ ହୋଇଛି। ପିପିଲି ଥାନା ପୁଲିସ ଶବକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking