30.1 C
Bhubaneswar
Friday, May 3, 2024
Homeଟେଲି ଦୁନିଆବିବାହକୁ ନେଇ କୋଡିଏ କୋଟିର ଅଫର

ବିବାହକୁ ନେଇ କୋଡିଏ କୋଟିର ଅଫର

ଭୁବନେଶ୍ୱର : ମୋତେ ବିବାହ କଲେ ୨୦ କୋଟି ଦେବି। ଏଭଳି ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ବଲିଉଡର ଚକଲେଟ ବୟ କାର୍ତ୍ତିକ ଆର୍ଯ୍ୟନ ସବୁବେଳେ ଲାଇମ ଲାଇଟରେ ଥାନ୍ତି। ତାଙ୍କୁ ବିବାହ କରିବା ପାଇଁ ତାଙ୍କର ଅନେକ ପ୍ରଶଂସକ ଅନାଇ ବସିଥାନ୍ତି। ତେବେ ଏଥର ଏଭଳି ଏକ ପ୍ରଶଂସକ ଅଛନ୍ତି ଯିଏ ବିବାହ କରିବା ପାଇଁ କାର୍ତ୍ତିକଙ୍କୁ ୨୦ କୋଟି ଦେବା ପାଇଁ ମଧ୍ୟ ଅଫର କରିଛନ୍ତି।

ତାଙ୍କର ଜଣେ ଫ୍ୟାନ ତାଙ୍କୁ ୨୦ କୋଟି ଟଙ୍କା ଦେବେ ବୋଲି କହିଛନ୍ତି, ତାହା ଯଦି ସେ ତାଙ୍କୁ ପୁଣି ବିବାହ କରନ୍ତି । କାର୍ତ୍ତିକ ଆର୍ଯ୍ୟନ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି।ତେବେ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ସେହି ଭିଡିଓଟି ତାଙ୍କ ଫିଲ୍ମର ଜଣେ ଛୋଟ ଝିଅଟି ଏକ ଡ଼ାଇଲଗ କହିଥିବାର ନଜର ଆସିଥିଲେ ।

ଖାଲି ସେତିକି ନୁହେଁ ସେହି ଭିଡିଓରେ କମେଣ୍ଟ ବକ୍ସରେ ତାଙ୍କୁ ଜଣେ ପ୍ରଶଂସକ ବିବାହ ପାଇଁ କହି ୨୦ କୋଟି ଟଙ୍କା ଦେବା ନେଇ ଅଫର କରିଛନ୍ତି। ଏହାସହ କାର୍ତ୍ତିକ ମଧ୍ୟ ରିପ୍ଲାଏ ଦେଇ କହିଛନ୍ତି କେବେ ବାହା ହେବା। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking