31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗତେଲ ଦର ନକମିଲେ ୧୫ରେ ଓଡିଶା ବନ୍ଦ

ତେଲ ଦର ନକମିଲେ ୧୫ରେ ଓଡିଶା ବନ୍ଦ

ଭୁବନେଶ୍ୱର: ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସଭାରେ ବିଜେଡିକୁ ବିଚିତ୍ର ଜନତା ଦଳ କହିଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସଭାରେ ନିରଂଜନ ଏଭଳି ମନ୍ତବ୍ୟ ଦେଇଛନ୍ତି । ୨୦ ବର୍ଷ ହେଲା ବିଜେଡି କିଛି କରିନି । କେବଳ ମଦ ଦୋକାନ ଖୋଲିଛି । ଗଂଜାମରେ ଯାହା କିଛି ହୋଇଛି, କଂଗ୍ରେସ ହିଁ କରିଛି । ଏହାକୁ ବାଦ ଦେଲେ ସେ ପେଟ୍ରୋଲ ଦର କମାଇବାକୁ ଦାବି କରିଛନ୍ତି । ପେଟ୍ରୋଲ ଦର ଅତି କମରେ ୧୦ ଟଙ୍କା କମାଇବାକୁ ସେ ଦାବି କରିଛନ୍ତି । ଦକ ନକମିଲେ ଆସନ୍ତା ୧୫ରେ ଓଡିଶା ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି ନିରଂଜନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking