16.1 C
Bhubaneswar
Sunday, January 5, 2025
Homeଓଡିଶାଏ ମାସ ଦ୍ୱିତୀୟ ସପ୍ତାହରେ କମିବ ସଂକ୍ରମଣ; ନମାନିଲେ ଆସିବ ତୃତୀୟ ଲହର

ଏ ମାସ ଦ୍ୱିତୀୟ ସପ୍ତାହରେ କମିବ ସଂକ୍ରମଣ; ନମାନିଲେ ଆସିବ ତୃତୀୟ ଲହର

ଭୁବନେଶ୍ୱର : ବର୍ତ୍ତମାନ ଦ୍ୱିତୀୟ ଲହରର ପରିସ୍ଥିତି ରେ ତୃତୀୟ ଲହରକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଭରି ରହିଛି । ତୃତୀୟ ଲହରର ମୁକାବିଲା ପାଇଁ ମଧ୍ୟ ଜୋରଶୋର ପ୍ରସ୍ତୁତି ଚାଲିଛି । ଯେତେ ହୋଇ ପାରିବ ଅଧିକରୁ ଅଧିକ ମାତ୍ରାରେ ଲୋକଙ୍କୁ ଟିକାକରଣ ବ୍ୟବସ୍ଥା ମଧ୍ୟ ଜାରିରହିଛି । ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତ ଲୋକଙ୍କୁ ଟିକାକରଣ କରାିବାର ଲକ୍ଷ ରଖିଛନ୍ତି ସରକାର । ଟିକା ଅଭାବ ସ୍ଥାନ ମାନଙ୍କରେ ଯେତେ ଶୀଘ୍ର ହୋଇପାରିବ ଟିକା ହଞ୍ଚାଇବା ପ୍ରୟାସ ମଧ୍ୟ ଜାରିରହିଛି । ହେଲେ ଏସମସ୍ତ ପ୍ରସ୍ତୁତି ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ଉରେ ବର୍ତ୍ତମାନ ଅନିଶ୍ଚିତତା ଦେଖାଦେଇଛି । ତେବେ ଏ ମାସର ରିସ୍ଥିତିକୁ ଦେଖି ଦ୍ୱିତୀୟ ସପ୍ତାହ ମଧ୍ୟରେ ସଂକ୍ରମଣ କମିବାର ଆଶା ରଖାଯାଇଛି । କିନ୍ତୁ ପୁଣି ଅମାନିଆ ହେଲେ ତୃତୀୟ ଲହର ଆଶିବାର ସମ୍ବାବନା ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଟିକା ପହଞ୍ଚାଇବା ପ୍ରୟାସ ମଧ୍ୟ ଜାରିରହିଛି । ହେଲେ ଏସମସ୍ତ ପ୍ରସ୍ତୁତି ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ଉପରେ ବର୍ତ୍ତମାନ ଅନିଶ୍ଚିତତା ଦେଖାଦେଇଛି । ତେବେ ଏ ମାସର ପରିସ୍ଥିତିକୁ ଦେଖି ଦ୍ୱିତୀୟ ସପ୍ତାହ ମଧ୍ୟରେ ସଂକ୍ରମଣ କମିବାର ଆଶା ରଖାଯାଇଛି । କିନ୍ତୁ ପୁଣି ଅମାନିଆ ହେଲେ ତୃତୀୟ ଲହର ଆଶିବାର ସମ୍ବାବନା ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ତୃତୀୟ ଲହର କେବେ ଆସିବ ତାହା ଉପରେ କୌଣସି ନିର୍ଦ୍ଧିଷ୍ଟତା ଦେଖା ନ ଦେଇଥିଲେ ମଧ୍ୟ ଏହାକୁ ନେଇ ସରକାର ପ୍ରସ୍ତୁତ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking