34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶବିହାରରେ ଓଲଟିଲା ଓଡ଼ିଶା ବସ୍‌ : ୩୫ ଆହତ

ବିହାରରେ ଓଲଟିଲା ଓଡ଼ିଶା ବସ୍‌ : ୩୫ ଆହତ

ନୂଆଦିଲ୍ଲୀ :ବିହାରର ମୁହାନିଆରେ ଓଲଟିଲା  ଓଡ଼ିଶା ବସ୍‌  । ଏହି ଦୁର୍ଘଟଣାରେ  ୩ ଗୁରୁତର ଏବଂ ୩୫ ଯାତ୍ରୀ ଆହତ ହୋଇଥିବା ସୂଚନା । ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ଯାଉଥିବାବେଳେ ଘଟିଲା ଏହି ଦୁର୍ଘଟଣା ।  ସୂଚନାମୁତାବ, ଭୋଗରାଇରୁ ୭୦ ଯାତ୍ରୀ ମହାକୁମ୍ଭ ମେଳା ଯାଉଥିଲେ । ଉଭୟ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking