25.8 C
Bhubaneswar
Monday, January 6, 2025
Homeଦେଶ ବିଦେଶପରମାଣୁ ବିଜ୍ଞାନୀ ଆର. ଚିଦାମ୍ବରମଙ୍କ ବିୟୋଗ

ପରମାଣୁ ବିଜ୍ଞାନୀ ଆର. ଚିଦାମ୍ବରମଙ୍କ ବିୟୋଗ

ନୂଆଦିଲ୍ଲୀ : ଭାରତୀୟ ପରମାଣୁ ବିଜ୍ଞାନୀ ଆର୍ . ଚିଦାମ୍ବରମଙ୍କ ବିୟୋଗ ହୋଇଛି । ୮୮ ବର୍ଷ ବୟସରେ  ଆଖି ବୁଜିଲେ ଆର୍ . ଚିଦାମ୍ବରମ । ତାଙ୍କର  ପୋଖରାନ ପରୀକ୍ଷଣରେ  ଗୁରୁତ୍ୱପୂର୍ଣ ଭୂମିକା ରହିଛି ।  ସେ ଥିଲେ ଅବଦୁଲ କଲାମଙ୍କର ଘନିଷ୍ଠ ସହେଯାଗୀ । ଏହା ସହିତ ସେ ଥିଲେ ଭାରତ ସରକାରଙ୍କ ବୈଷୟିକ ପରାମର୍ଶଦାତା । ଆର୍ . ଚିଦାମ୍ବରମ  ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ମଧ୍ୟ ଥିଲେ । ସ୍ମାଇଲଂ  ବୁଦ୍ଧ , ଅପରେସନ ଶକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ ନେଇଥିଲେ । ତାଙ୍କୁ  ୧୯୭୫ରେ ପଦ୍ମଶ୍ରୀ ସମ୍ମାନରେ ଏବଂ ୧୯୯୯ରେ  ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking