37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଏଣିକି ସଂସଦ ଜଗିବେ ସିଆଇଏସଏଫ

ଏଣିକି ସଂସଦ ଜଗିବେ ସିଆଇଏସଏଫ

ନୂଆଦିଲ୍ଲୀ : ଏଣିକି ସଂସଦ ଭବନ ସୁରକ୍ଷା ଦାୟିତ୍ୱର ରହିବେ ସିଆଇଏସଏଫ । ଡିସେମ୍ବର ୧୩ ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ କେନ୍ଦ୍ରର ନିଷ୍ପତ୍ତି । ଦିଲ୍ଲୀ ପøାଲିସ ହାତରୁ ନେଇ ସିଆଇସଏଫକୁ ଦିଆଯିବ ସୁରକ୍ଷା ଦାୟିତ୍ୱ । ନୂଆ ସଂସଦ ଭବନର ସର୍ଭେ ପାଇଁ  ସିଆଇଏସଏଫକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ । ଦାୟିତ୍ୱ ନେବା ପୂର୍ବରୁ ସିଆଇଏସଏଫକୁ  ସର୍ଭେ କରିବାକୁ ନିର୍ଦ୍ଦେଶ ।

ଆସୁଛି ବଡଦିନ, ସଜେଇ ହେଲାଣି ଗୀର୍ଜାଘର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking