28.1 C
Bhubaneswar
Saturday, July 27, 2024
Homeଓଡିଶାକୌଣସି ପ୍ରଶ୍ନପତ୍ର ଲିକ୍  ହୋଇନି : ବୋର୍ଡ

କୌଣସି ପ୍ରଶ୍ନପତ୍ର ଲିକ୍  ହୋଇନି : ବୋର୍ଡ

ଭୁବନେଶ୍ୱର : ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ଉପସଭାପତି । କୌଣସି ପ୍ରଶ୍ନପତ୍ର ଲିକ୍  ହୋଇନଥିବା କହିଲେ ନିହାର ରଂଜନ ମହାନ୍ତି । ପରୀକ୍ଷାକୁ ୨୪ ଘଣ୍ଟା ବିତିଥିଲେ ବି ଅମ ପାଖକୁ ଅଭିଯୋଗ ଆସିନି । ବିଭ୍ରାନ୍ତ କରିବାକୁ କେହି ଏଭଳି କରିଥିବା କହିଲେ ବୋର୍ଡ ଉପସଭାପତି । ଧରାପଡିଲେ ତ୍ରୁଟିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ ହୋଇଛି । କିଛି କରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଏଆଇରୁ ଧରାପଡିଥିଲା । ଭୁଲ୍ ଜାଣିପାରୁନଥିବା କହିଛନ୍ତି ପରୀକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ । ସେମାନଙ୍କୁ ଅଧିକ ସଚେତନ କରାଯିବ, ଅଣ୍ଡରଟେକିଂ ରଖାଯିବ । ଅଣ୍ଡରଟେକିଂ ରଖାଯାଇ ଆବଶ୍ୟକସ୍ଥଳେ ପରୀକ୍ଷା ନିୟୋଜିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking