31.1 C
Bhubaneswar
Sunday, May 19, 2024
Homeଓଡିଶାକେହି କାହା ଘର ଭାଙ୍ଗେନି - ପ୍ରକୃତି

କେହି କାହା ଘର ଭାଙ୍ଗେନି – ପ୍ରକୃତି

ଭୁବନେଶ୍ୱର : ବାବୁସାନ-ତୃପ୍ତି ଓ ପ୍ରକୃତି ବିବାଦ ପ୍ରସଙ୍ଗରେ ପ୍ରକୃତି ମିଶ୍ର ଙ୍କ ପ୍ରତିକ୍ରିୟା । ଇନଷ୍ଟାଗ୍‌ରାମ ରେ ଭଇଡିଓ ଜାରି କରିଛନ୍ତି ପ୍ରକୃତି ମିଶ୍ର ।
ଭିଡିଓ ରେ ବାବୁସାନ ଙ୍କ ପରିବାର କୁ ଆକ୍ଷେପ କଲେ ପ୍ରକୃତି । ମୋ ପ୍ରତି ହୋଇଥିବା ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରୁଛି । ଜଣେ ନାରୀ ଆଉ ଜଣେ ନରୀ କୁ ନି ର‌୍ୟ୍ୟାତନା ଦେଇଛନ୍ତି । ଘଟଣାସ୍ଥଳରେ ସାହାଯ୍ୟ କରିବା ପରିବର୍ତ୍ତେ ସେଲଫି ନେଉଥିଲେ ଲୋକେ । ସେ କେଉଁ ଆସିଛନ୍ତି ତାଙ୍କ ବ୍ୟବହାର ଦର୍ଶାଉଛି । ବଡ ପ୍ରୋଜେକ୍ଟ କୁ ନେଇ ଆମେ ଦୁଇଜଣ କାମ କରୁଥିଲୁ । ଏବେ କିନ୍ତୁ ସେହି ପ୍ରୋଜେକ୍ଟକୁ ମୁଁ ବନ୍ଦ କରୁଛି । ଯାହା ବି ହେଲା ଭଲ ହେଲା , ସମସ୍ତେ ଜାଣିଲେ ସେ କଣ ମୁଁ କଣ । କେହି କାହାଘର ଭାଙ୍ଗିପାରନ୍ତିନି । ତାଙ୍କ ଘର ପୂର୍ବରୁ ହିଁ ଭାଙ୍ଗି ସାରିଛି ବୋଲି କହିଛନ୍ତି ପ୍ରକୃତି । ଏହା ସହ ଆହୁରି କହିଛନ୍ତି କି , ଯଦି ଚାହୁଁଛ ତୁମ ସ୍ୱାମୀ ବାହାରକୁ ନ ଯାଆନ୍ତୁ , ତେବେ ଶିକୁଳି ପକାଇ ରଖ । ଅନ୍ୟ ଝିଅକୁ ଯାଇ ଟଣ ଓଟରା କରି ରାସ୍ତାରେ ଅପଦସ୍ତ ହେଲ । ମୋ ଆଭିମୁଖ୍ୟ କଣ କେହି ବି ପଚାରି ନାହାନ୍ତି । ତାଙ୍କୁ ନେଇ ମୋର କୈାଣସି ଅଭିଯୋଗ ନାହିଁ । ନିଜ ସ୍ୱାମୀଙ୍କୁ ଆୟତ କରି ରଖ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking