29.1 C
Bhubaneswar
Wednesday, May 21, 2025
Homeଓଡିଶାବିଧାୟିକା ଏହିଭଳି ସିଧା ଅଭିଯୋଗ ଆଣିବା ବହୁତ ବଡ ଦୁର୍ଭାଗ୍ୟଜନକର କଥା: ଯୋଗେଶ

ବିଧାୟିକା ଏହିଭଳି ସିଧା ଅଭିଯୋଗ ଆଣିବା ବହୁତ ବଡ ଦୁର୍ଭାଗ୍ୟଜନକର କଥା: ଯୋଗେଶ

ଭୁବନେଶ୍ୱର: କୁସୁମ ଟେଟେଙ୍କ ଅଭିଯୋଗକୁ ଯୋଗେଶ ସିଂହ ଖଣ୍ଡନ କରିଛନ୍ତି । କୌଣସି ଲିଙ୍କ୍ ନଥିବା କହିଲେ ପୂର୍ବତନ ବିଧାୟକ ଯୋଗେଶ ସିଂ । ସେ କହିଛନ୍ତି, ମୋର ମଦଭାଟି ନାହିଁ, ବ୍ୟବସାୟୀଙ୍କ ସହ କେବଳ ଘରୋଇ ସମ୍ପର୍କ ରହିଛି । ସମ୍ପର୍କ ରହିଲେ କଣ ମୁଁ ପାର୍ଟନର ହୋଇଗଲି । ବିଧାୟିକା ଏହିଭଳି ସିଧା ଅଭିଯୋଗ ଆଣିବା ବହୁତ ବଡ ଦୁର୍ଭାଗ୍ୟଜନକର କଥା । ବିଧାୟିକା ନିବୃତ୍ତ ରହିବା ଦରକାର, ନଚେତ ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଛନ୍ତି ଯୋଗେଶ ସିଂହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking