27.1 C
Bhubaneswar
Sunday, September 22, 2024
Homeଓଡିଶାନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ବସ୍ ନମିଳିବାରୁ ତାତିଲେ ଲୋକେ

ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ବସ୍ ନମିଳିବାରୁ ତାତିଲେ ଲୋକେ

ଭଦ୍ରକ: ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ବସ୍ ନମିଳିବାରୁ ତାତିଲେ ଲୋକେ । ପାଳିଆ ଛକରେ ରାସ୍ତା ଅବରୋଧ କଲେ ବିଏନଏମଏ କଲେଜ ଛାତ୍ରଛାତ୍ରୀ । ରାଣୀତାଲ ଆରଡିପଦାରେ ଆୟୋଜିତ ହେଉଛି ନୂଆ-ଓ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ଯିବା ପାଇଁ ଆବଶ୍ୟକ ବସ୍ ବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking