ନୂଆଦିଲ୍ଲୀ : ଆସିଛି ବିହାରର ନିର୍ବାଚନ ଫଳାଫଳ । ଫଳାଫଳ ଆସିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ଏନେଇ ଚର୍ଚ୍ଚା ଜୋର ସୋରରେ ଚାଲିଥିଲ । ତେବେ ସବୁ କଳ୍ୱନା ଜଳ୍ପନାର ଅନ୍ତ ଘଟାଇ ନିତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିଛନ୍ତି ।
୧୬ ନଭେମ୍ବରରେ ନିତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଣପଥ ନେବେ । ତେବେ କେଉଁ ସଦସ୍ୟକୁ କେଉଁ ବିଭାଗ ଦିଆଯିବ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ ।
ସୂଚନଯୋଗ୍ୟଯେ ୨୪୩ଟି ଅସନରୁ ୧୨୫ ଟି ଆସନ ଜିତି ଏନଡ଼ିଏ ପୁର୍ଣ୍ଣ ବହୁମତ ହାସଲ କରିଛି । ସେଥିରୁ ବିଜେବି ୭୪ ଆସନ ପାଇଥିବା ବେଳେ ଜେଡ଼ିୟୁକୁ ୪୩ଟି ଆସନ ମିଳିଥିଲ ।