27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶକଂଗ୍ରେସ ଛାଡିଲେ ନିହାର ମହାନନ୍ଦ

କଂଗ୍ରେସ ଛାଡିଲେ ନିହାର ମହାନନ୍ଦ

ବରଗଡ : କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ । ବରଗଡ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଇସ୍ତଫା ପତ୍ର ପଠାଇଲେ । କଂଗ୍ରେସରେ ରହି ଲୋକଙ୍କ ସେବା କରିହେବନି, ତେଣୁ ଇସ୍ତଫା ଦେଲି ।

କେରଳର ବାଣ ଗୋଦାମରେ ବିସ୍ପୋରଣ : ୧ ମୃତ, ୨୫ ଘର କ୍ଷତିଗ୍ରସ୍ତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking