23.1 C
Bhubaneswar
Saturday, November 21, 2026
Homeଓଡିଶାବସ୍‌ଷ୍ଟପରେ କଟୁଛି ରାତି: କେବେ ପଡ଼ିବ ପ୍ରଶାସନର ନଜର?

ବସ୍‌ଷ୍ଟପରେ କଟୁଛି ରାତି: କେବେ ପଡ଼ିବ ପ୍ରଶାସନର ନଜର?

ରାଉରକେଲା: ସହରର ଚକଚକିଆ ଚିତ୍ର ପଛରେ ଲୁଚି ରହିଛି ଆଉ ଏକ ଅସହାୟ ଜୀବନର କାହାଣୀ। ରାଉରକେଲାର ଦେଓଗାଁ ବସ୍‌ଷ୍ଟପ୍‌ରେ ରାତି କାଟୁଛନ୍ତି ଜଣେ ବ୍ୟକ୍ତି। ଯେଉଁ ବସ୍‌ଷ୍ଟପ୍‌ରେ ଦିନବେଳେ ଯାତ୍ରୀଙ୍କ ଯାତାୟାତ ଲାଗି ରହୁଛି, ସେହି ସ୍ଥାନ ରାତି ହେଲେ ତାଙ୍କ ପାଇଁ ପାଲଟିଯାଉଛି ଆଶ୍ରୟସ୍ଥଳ।କାହା ପାଖରେ ନାହିଁ ତାଙ୍କ ଦୁଃଖ ଶୁଣିବାକୁ ସମୟ, ନା କେହି ଆଗେଇ ଆସୁଛନ୍ତି ସହାୟତାର ହାତ ବଢ଼ାଇବାକୁ। ଖୋଲା ଆକାଶ ତଳେ ରାତି ବିତାଉଥିବା ଏହି ବ୍ୟକ୍ତିଙ୍କ ଅବସ୍ଥା ମାନବିକତା ଓ ସାମାଜିକ ଦାୟିତ୍ୱବୋଧକୁ ନେଇ ଅନେକ ପ୍ରଶ୍ନ ଉଠାଉଛି।ଦେଓଗାଁ ବସ୍‌ଷ୍ଟପ୍‌ରେ ବିତୁଛି ରାତି, ଅସହାୟ ଜୀବନକୁ କେବେ ପଡ଼ିବ ପ୍ରଶାସନର ନଜର?ଖୋଲା ଆକାଶ ତଳେ ରାତି ବିତାଉଥିବା ଏହି ବ୍ୟକ୍ତିଙ୍କ ଅବସ୍ଥା ମାନବିକତା ଓ ସାମାଜିକ ଦାୟିତ୍ୱବୋଧକୁ ନେଇ ଅନେକ ପ୍ରଶ୍ନ ଉଠାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking