31.1 C
Bhubaneswar
Sunday, May 19, 2024
Homeକରୋନାଦିଲ୍ଲୀରେ ନାଇଟ କର୍ଫ୍ୟୁ

ଦିଲ୍ଲୀରେ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀରେ ନାଇଟ କର୍ଫ୍ୟୁ ନେଇ ଘୋଷଣା କରାଯାଇଛି । ଦିଲ୍ଲୀରେ ଏପ୍ରିଲ ୩୦ ଯାଏଁ ଲାଗୁ ହେଲା ନାଇଟ କର୍ଫ୍ୟୁ ।  ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।  ଦିଲ୍ଲୀରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି ।  ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ କୋରନାର ଦ୍ୱିତୀୟ ଲହରୀ ଚିନ୍ତା ବଢାଇବାରେ ଲାଗିଛି ଓ ଦୈନିକ ସଂକ୍ରମଣ ୧ ଲକ୍ଷ ଯାଏଁ ବ୍ୟାପୁଛି ।  ଏଥିପାଇଁ ଦିଲ୍ଲୀ ସରକାର ଏପ୍ରିଲ ୩୦ ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବା ଏବଂ ଆଜି ଠାରୁ ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବା ପାଇଁ ନିଷ୍ପତି ନେଇଛନ୍ତି ।
ଦିଲ୍ଲୀରେ ମଧ୍ୟ ପ୍ରତି ୨୪ ଘଣ୍ଟାରେ ୩୦୦ରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି ।  ତେବେ ସଂକ୍ରମଣ କିପରି ଆହୁରି ନବ୍ୟାପିବ ଓ ମୃତ୍ୟୁ ସଠକ୍ୟା କିପରି କମ ହୋଇପାରିବ , ସେନେଇ ପଦକ୍ଷେପ ନିଆଯାଇଛି ।

ସୁଚନାଯୋଗ୍ୟଯେ, ସୋମବାର ଦିଲ୍ଲୀରେ ୩ ହଜାର ୫୪୮ କୋରନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ଏବଂ କୋରନାରେ ଆକ୍ରାନ୍ତ ହୋଇ ୧୫ ଜଣଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking