37.1 C
Bhubaneswar
Friday, May 17, 2024
Homeଓଡିଶାକଟକ ଏବଂ ଜଗତସିଂହପୁର ପାଇଁ ନୂଆ ଜିଲ୍ଲାପାଳ ନିଯୁକ୍ତ

କଟକ ଏବଂ ଜଗତସିଂହପୁର ପାଇଁ ନୂଆ ଜିଲ୍ଲାପାଳ ନିଯୁକ୍ତ

ଭୁବନେଶ୍ୱର : କଟକ ଏବଂ ଜଗତସିଂହପୁର ପାଇଁ ନୂଆ ଜିଲ୍ଲାପାଳ ନିଯୁକ୍ତ ା ଆଇଏଏସ ଅରିନ୍ଦମ ଡାକୁଆଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି । ଆଇଏଏସ ଅନୁପମ ଶାହା ହେଲେ ଜଗତସିଂହପୁର ଜିଲ୍ଲାପାଳ ।ପୂର୍ବରୁ କଟକ, ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲେ ଇସିଆଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking