28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଏନଡିଏ ଛୁଇଁଲା ମ୍ୟାଜିକ୍ ନମ୍ବର

ଏନଡିଏ ଛୁଇଁଲା ମ୍ୟାଜିକ୍ ନମ୍ବର

ନୂଆଦିଲ୍ଲୀ : ଚାଲିଛି ଗଣତି, ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବର ଛୁଇଁଛି ଏନଡିଏ । ବର୍ତ୍ତମାନ ସୁଦ୍ଧା ୫୩୧ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୮୮ ସିଟରେ ଆଗୁଆ ରହିଛି ଏନଡିଏ । ସେହିପରି ଇଣ୍ଡିଆ ମେଣ୍ଟ ୨୨୫ ଭୋଟରେ ଆଗୁଆ ରହିଛି ଏବଂ ଅନ୍ୟ ୨୯ଟି ସିଟରେ ଆଗୁଆ ରହିଛନ୍ତି । ତେବେ ସରକାର ଗଠନ ପାଇଁ ଗୋଟିଏ ଦଳକୁ ମ୍ୟାଜିକ୍ ନମ୍ବର ପାର୍ ହେବାକୁ ପଡିବ । ଯାହାର ସଂଖ୍ୟା ହେଉଛି ୨୭୩ । ତେବେ ବର୍ତ୍ତମାନ୍ ଟ୍ରେଣ୍ଡ ସୁଦ୍ଧା ଏନଡିଏ ମ୍ୟାଜିକ୍ ନମ୍ବର ପାର୍ କରୁଥିବା ଦେଖିବାକୁ ମିଳୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking