27.1 C
Bhubaneswar
Sunday, September 8, 2024
Homeଓଡିଶାବିଦ୍ୟାଭାରତୀଙ୍କ ନାଁରେ ଏନବିଡବ୍ଲୁ

ବିଦ୍ୟାଭାରତୀଙ୍କ ନାଁରେ ଏନବିଡବ୍ଲୁ

ଭୁବନେଶ୍ୱର: ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ବିରୋଧରେ ଏନବିଡବ୍ଲୁ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ନାଁରେ ଏନବିଡବ୍ଲୁ ଜାରୀ କରାଯାଇଛି । ଡିଏଫ୍‌ଓ ସଂଗ୍ରାମ ବେହେରା,ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏନବିଏବ୍ଲୁ । ୩ ଜଣଙ୍କ ନାଁରେ ୱାରେଣ୍ଟ ଜାରୀକଲେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟ । ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ ନିର୍ଦ୍ଧେଶ ଦିଆଯାଇଛି । ମାମଲା ଖାରଜ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କଲେ କୋର୍ଟ ।

ଋଣ ଦେବାକୁ ଠକେଇ, ଅଭିଯୁକ୍ତ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking