27.2 C
Bhubaneswar
Thursday, April 16, 2026
Homeଓଡିଶାଭିନ୍ନ ସମୟରେ ନବୀନଙ୍କ ଭିନ୍ନ ମତ: ସୁରେଶ

ଭିନ୍ନ ସମୟରେ ନବୀନଙ୍କ ଭିନ୍ନ ମତ: ସୁରେଶ

 ଭୁବନେଶ୍ୱର: ଭିନ୍ନ ସମୟରେ ନବୀନଙ୍କ ଭିନ୍ନ ମତ । ସାଂସଦଙ୍କୁ ନବୀନଙ୍କ ଚିଠି ନେଇ ଟାର୍ଗେଟ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାହୁଲ ଗାନ୍ଧୀ ଯାହା କହିଲେ ତାକୁ ଦେଖି ନବୀନ ବିରୋଧ କରୁଛନ୍ତି । ପ୍ରସ୍ତାବ ଆସିବା ଜାଣିବା ପୂର୍ବରୁ କଂଗ୍ରେସ କଥାରେ ସାମିଲ ହୋଇଗଲେ । ନବୀନ ବାବୁ କଂଗ୍ରେ ହେବା ଆରମ୍ଭ କଲେଣି । ବିଜେଡି ରାଜ୍ୟସଭା ନିର୍ବାଚନରେ ପ୍ରମାଣିତ କଲା ଅଣକଂଗ୍ରେସ ନୁହେଁ । ଚୋରା ପୀରତି ବନ୍ଦ ହେଉ, ଯାହା କରିବା କଥା ଖୋଲାଖୋଲି କରନ୍ତୁ । ପୂର୍ବରୁ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ, ଏବେ ବିରୋଧ କାହିଁକି ।ଭିନ୍ନ ଭିନ୍ନ ସମୟରେ ନବୀନ ଭିନ୍ନ ଭିନ୍ନ ମତ ରଖୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking