27.1 C
Bhubaneswar
Saturday, June 22, 2024
Homeଓଡିଶାଓଡିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଶୁଭେଚ୍ଛା

ଓଡିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଓଡିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ୩ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଅଶ୍ୱିନୀ  ବୈଷ୍ଣବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଏବଂ ଶୁଭେଚ୍ଛା ଜଣାଇ କହିଛନ୍ତି , କେନ୍ଦ୍ରମନ୍ତ୍ରୀ ଭାବେ ଦେଶ ଓ ରାଜ୍ୟ ପାଇଁ ସଫଳତା ଆଣନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଶୁଭେଚ୍ଛା ଜଣାଇବା ପରେ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ଧର୍ମେନ୍ଦ୍ର ନବୀନଙ୍କୁ ଏକ୍ସ ମାଧ୍ୟମରେ କହିଛନ୍ତି ଯେ , ଆପଣଙ୍କ ଭଳି ରଷ୍ଟ୍ରନେତାଙ୍କ ଶୁଭେଚ୍ଛା ପ୍ରେରଣା ଯୋଗାଇବ । ଓଡିଶା ଓ ଭାରତର ବିକାଶ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking