24.1 C
Bhubaneswar
Tuesday, March 18, 2025
Homeଓଡିଶାସନାଙ୍କୁ ନବୀନଙ୍କ ତାଗିଦ୍‌

ସନାଙ୍କୁ ନବୀନଙ୍କ ତାଗିଦ୍‌

ଭୁବନେଶ୍ୱର: ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କୁ ଗୁରୁବାର ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକ ବିଧାନସଭାରେ ତେରଛା ବାଣ ମାରିଛନ୍ତି । ଗତକାଲି ଶଙ୍ଖଭବନରେ ବିଧାନସଭାର ବଜେଟ ଅଧିବେଶନ ନେଇ ବସିଥିବା ବିଜେଡି ବିଧାୟକ ଦଳ ବୈଠକୁ ସନାତନ ମହାକୁଡ଼ ଆସିନଥିଲେ । ତେବେ ଆଜି ବିଧାନସଭାରେ ତାହାର କାରଣ ସମ୍ପର୍କରେ ନବୀନ ସନାତନ ମହାକୁଡ଼ଙ୍କୁ ପଚାରିଥିଲେ । ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସିଲନାହିଁ ବୋଲି ନବୀନ ତାଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ସନାତନ ମହାକୁଡ଼ ଅସୁସ୍ଥତା କାରଣ ଦର୍ଶାଇଥିଲେ । ତେବେ ନବୀନ ପଟ୍ଟନାୟକ ତାଙ୍କୁ ବିଜେପି ଆଡ଼କୁ ଯାଉଛନ୍ତି କି ବୋଲି କହି ତେରଛା ବାଣ ମାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking