27.1 C
Bhubaneswar
Saturday, July 27, 2024
Homeବଲିଉଡଓସ୍କାର ପାଇଁ ନୋମିନେଟ ହେଲା ‘ନାଟୁ ନାଟୁ’; ଅରିଜିନାଲ ଗୀତ କାଟାଗୋରୀରେ ସାମିଲ

ଓସ୍କାର ପାଇଁ ନୋମିନେଟ ହେଲା ‘ନାଟୁ ନାଟୁ’; ଅରିଜିନାଲ ଗୀତ କାଟାଗୋରୀରେ ସାମିଲ

ନୂଆଦିଲ୍ଲୀ: ଏସଏସ ରାଜାମୌଲୀଙ୍କ ଫିଲ୍ମ ଆରଆରଆର ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ କମାଲ କରିଛି । ଓସ୍କାର ପୁରସ୍କାର ୨୦୨୩ ନୋମିନେସନରେ ଫିଲ୍ମର ଗୀତ ‘ନାଟୁ ନାଟୁ’ ସ୍ଥାନ ପାଇଛି । ବେଷ୍ଟ ଅରିଜିନାଲ ଗୀତ କ୍ୟାଟେଗୋରୀରେ ଏହା ନୋମିନେଟ୍ ହୋଇଛି । ତେବେ ଏହି କ୍ରମରେ ‘ନାଟୁ ନାଟୁ’ ବିଶ୍ୱର ଅନ୍ୟତମ ଗାୟିକା ଲେଡି ଗାଗା ଓ ରି-ରିଙ୍କ ଗୀତକୁ ପଛରେ ପକାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking