30.6 C
Bhubaneswar
Sunday, May 18, 2025
Homeଓଡିଶାକୋଶଳୀରେ କହିବାକୁ ନରସିଂହଙ୍କ ପ୍ରସ୍ତାବ

କୋଶଳୀରେ କହିବାକୁ ନରସିଂହଙ୍କ ପ୍ରସ୍ତାବ

ଭୁବନେଶ୍ୱର: ବିଧାନସଭାରେ କୋଶଳୀ ଭାଷାରେ କହିବାକୁ ନରସିଂହଙ୍କ ପ୍ରସ୍ତାବ । ସର୍ବଦଳୀୟ ବୈଠକରେ ପ୍ରସ୍ତିବ ଦେଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।  କୋଶଳୀରେ କହିବାକୁ ବାଚସ୍ପତି ସୁଯୋଗ ଦେବାକୁ କହିଲେ ନରସିଂହ । କ୍ଷୀପ୍ରଲେଖକ ନଥିବାରୁ ଏ ଅଧିବେଶନରେ ସମ୍ଭବ ନୁହେଁ ବୋଲି କହିଛନ୍ତି ବାଚସ୍ପତି । ଆଗାମୀ ଦିନରେ ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଲେ ବାଚସ୍ପତି । ସଦସ୍ୟମାନଙ୍କ ବିବୃତ୍ତି ରେକର୍ଡ ନହେଲେ ଫଳପ୍ରଦ ହେବନି ବୋଲି କହିଛନ୍ତି ବାଚସ୍ପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking