28.1 C
Bhubaneswar
Monday, July 7, 2025
Homeଓଡିଶାଆଗକୁ ରାତିରେ ବି ଖୋଲିବ ନନ୍ଦନକାନନ

ଆଗକୁ ରାତିରେ ବି ଖୋଲିବ ନନ୍ଦନକାନନ

ଭୁବନେଶ୍ୱର : ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ | ଏବେ ସଂଧ୍ୟା ୫ ଟାରେ ବନ୍ଦ ନନ୍ଦନକାନନ ରାତିରେ ବି ଖୋଲା ରହିବ | ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ ମାଷ୍ଟର ପ୍ଲାନରେ ନୂଆ ବ୍ୟବସ୍ଥା | ଦିନ ଭଳି ଅତିରେ ବି ପ୍ରାଣୀ ଉଦ୍ୟାନ ରେ ବୁଲି ପାରିବେ ଦର୍ଶକ | ରାତ୍ରିଚର ଜୀବ ଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫରି ବ୍ୟବସ୍ଥା ରହିବ | କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲ କୁ ମିଶାଇ ୧୦୪୩ ହେକ୍ଟର କଳେବର ବଢିବ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking