31.1 C
Bhubaneswar
Wednesday, April 29, 2026
Homeଓଡିଶାନାକଟିଦେଉଳ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନାକଟିଦେଉଳ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସମ୍ବଲପୁର : ସମ୍ବଲପୁର ଜିଲା ନାକଟିଦେଉଳ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ସକାଳେ ତହସିଲଦାର ସରକାରୀ ଗାଡ଼ିରେ ସମ୍ବଲପୁର ଯାଉଥିବାବେଳେ ଦେହୁରୀ ସାହି ଛକରେ ଏହି ଦୁର୍ଘଟଣା ଘଟିଛି। ତହସିଲଦାରଙ୍କ ଗାଡ଼ିକୁ ଅନ୍ୟ ଏକ କାର ଧକ୍କା ଦେଇଥିଲା। ତେବେ  ଦୁର୍ଘଟଣାରେ ତହସିଲଦାର ସୁରକ୍ଷିତ ଥିବା ସୂଚନା ମିଳିଛି। ଘଟଣା ପରେ ଅନ୍ୟ ଏକ ଗାଡ଼ିରେ ତହସିଲଦାର ସମ୍ବଲପୁର ଗସ୍ତ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking