30.1 C
Bhubaneswar
Sunday, May 4, 2025
Homeଓଡିଶାସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚାଇଥିଲା ସ୍ୱାମୀ !

ସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚାଇଥିଲା ସ୍ୱାମୀ !

ନବରଙ୍ଗପୁର: ସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚାଇଥିଲା ସ୍ୱାମୀ । ଚନ୍ଦାହାଣ୍ଡି ଥାନା  ହଳଦୀ  ଗାଁରେ ସଇତାନ ସ୍ୱାମୀ ଏଭଳି କାରନାମା କରିଛି । ହତ୍ୟାପରେ ସ୍ତ୍ରୀକୁ ଖଟରେ ପୁରାଇ ଘରେ  ତାଲା ପକାଇଥିଲା । ୨ ଦିନ ପରେ ସନ୍ଦେହ ହେବାରୁ ବାପଘର ଲୋକ ପହଞ୍ଚିଥିଲେ । ଘର ତାଲା ଭାଙ୍ଗି ଖୋଜାଖୋଜି ପରେ ଖଟ ଭିତରୁ ମୃତଦେହ ମିଳିଛିା  ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ସ୍ୱାମୀ ଫେରାର  ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking