27.1 C
Bhubaneswar
Monday, June 30, 2025
Homeଦେଶ ବିଦେଶଗ୍ୟାଙ୍ଗଷ୍ଟାର ଟିଲୁ  ତାଜପୁରିୟାକୁ ହତ୍ୟା

ଗ୍ୟାଙ୍ଗଷ୍ଟାର ଟିଲୁ  ତାଜପୁରିୟାକୁ ହତ୍ୟା

ନୂଆଦିଲ୍ଲୀ :  ଦିଲ୍ଲୀରୁ ଆସିଲା ବଡ଼ ଖବର । ଗ୍ୟାଙ୍ଗଷ୍ଟାର ଟିଲୁ  ତାଜପୁରିୟାକୁ ହତ୍ୟା । ତିଆର ଜେଲରେ ତାକୁ ହତ୍ୟା କରାଯାଇଛି । ସେ ରୋହିଣୀ କୋର୍ଟ ଶୁଟଆଉଟ ମାମଲାରେ ଅଭିଯୁକ୍ତ ଥିଲା । ଯୋଗେଶ ହୁଡା ଏବଂ ତାଙ୍କ ସାଙ୍ଗମାନେ ମିଶି ଜେଲରେ ତାଙ୍କର ହତ୍ୟା କରିଥିବା ଜଣାପଡ଼ିଛି ।  ସୂଚନା ଅନୁଯାୟୀ ତିଆର ଜେଲରେ ଯୋଗେଶ ହୁଡା ଏବଂ ତା’ର ସାଙ୍ଗ ଦୀପକ ତିତର ଏକ ଲୁହା ରଡ଼ରେ ଟିଲୁ  ଉପରେ ଆକ୍ରମଣ କରିଥିଲେ। ଏହାପରେ ତାକୁ ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସକାଳ ୬ଟା ୩୦ମିନିଟ ସମୟରେ ତା’ର ମୃତ୍ୟୁ ହୋଇଯାଇଛି । ମାତ୍ର ତିଆର ଜିଲ୍ଲା ପ୍ରଶାସନ ହାର୍ଟ ଆଟାକରୁ ତା’ର ମୃତ୍ୟୁ ହୋଇଥିବା କହିଛି । ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking