32.1 C
Bhubaneswar
Sunday, June 16, 2024
Homeଅପରାଧଗିରଫ ହେଲେ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ; ଶର୍ଲିନ ଚେପ୍ରାଙ୍କ ପାଇଁ ବାନ୍ଧିଲା ପୋଲିସ!

ଗିରଫ ହେଲେ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ; ଶର୍ଲିନ ଚେପ୍ରାଙ୍କ ପାଇଁ ବାନ୍ଧିଲା ପୋଲିସ!

ମୁମ୍ବାଇ: ଏବେ ରାକ୍ଷୀ ସାୱନ୍ତଙ୍କ ସମୟ ଭାରି ଖରାପ ଚାଲିଛି । ନିକଟରେ ଆଦିଲ ଖାନଙ୍କ ସହ ବିବାହକୁ ରାକ୍ଷୀ ଚର୍ଚ୍ଚାରେ ଥିବାବେଳେ ଏବେ ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଛି । ଏହାର କାରଣ ଶର୍ଲିନ ଚୋପ୍ରା ବୋଲି କୁହାଯାଉଛି । ରାକ୍ଷୀଙ୍କ ଗିରଫଦାରୀକୁ ନେଇ ଶର୍ଲିନ ଚୋପ୍ରା ଟ୍ୱିଟ୍ କରି ଜଣାଇଛନ୍ତି । କିଛି ଦିନ ପୂର୍ବରୁ ଶର୍ଲିନ ଚୋପ୍ରା ମୁମ୍ବାଇ ପୁଲିସରେ ରାକ୍ଷୀ ସୱେନ୍ତଙ୍କ ନାଁରେ ଅଭିଯୋଗ କରିଥିଲେ । ଏହି ମାମଲାରେ ପୁଲିସ ଆକ୍ସନ ମୋଡରେ ଆସି ରାକ୍ଷୀଙ୍କୁ ଗିରଫ କରିଛି ।

ହ୍ୟୁମାନ ସାଗରଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଶ୍ୱଶୁର: କହିଲେ, ଧର୍ମ ବଦଳାଇବାକୁ କରୁଥିଲେ ବାଧ୍ୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking