32.1 C
Bhubaneswar
Monday, May 20, 2024
Homeଓଡିଶା୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ରିପୋର୍ଟ କାର୍ଡ । ୫ ବର୍ଷରେ ୫୦ଟି ମୁଖ୍ୟ ବିକାଶ କାର୍ଯ୍ୟର ବିବରଣୀ ଦେଲେ । ୮୮ ପ୍ରତିଶତ ଜନଶୁଣାଣି ଅଭିଯୋଗରସମାଧାନ ହୋଇଛି କହିଲେ । ସଂସଦୀୟ କ୍ଷେତ୍ରରେ ସୌରଚାଳିତ ଆଲୋକୀରଣ ବ୍ୟବସ୍ଥା । ଜଟଣୀ ଠାରେ ରେଳ ଓଭରବ୍ରିଜ ସ୍ଥାପନ ହୋଇଛି । ମେଣ୍ଢାଶାଳରେ ଅବରୋଧ ହଟାଇ ୩୦୦ ଏକର ଜମିକୁ ଜଳେଯାଗାଣ ବ୍ୟବସ୍ଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking