20.1 C
Bhubaneswar
Thursday, February 19, 2026
Homeଓଡିଶାଏଆଇ ସ୍କୁଲ ଖୋଲିବା ପାଇଁ ଖୁବଶୀଘ୍ର ଏମଓୟୁ: ମୁଖ୍ୟମନ୍ତ୍ରୀ

ଏଆଇ ସ୍କୁଲ ଖୋଲିବା ପାଇଁ ଖୁବଶୀଘ୍ର ଏମଓୟୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଆଇ ଦିଗରେ ଓଡିଶା ଆଗେଇ ଚାଲିଥିବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଆଇ କମ୍ପାନୀ ସର୍ଭମ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଏଆଇ ବା କୃତ୍ରିମ ବୁଦ୍ଧିମତା ସ୍କୁଲ ଖୋଲିବା ନେଇ ଖୁବ୍‌ଶୀଘ୍ର ହେବ ଏମଓୟୁ । ସୁରକ୍ଷିତ, କୃତ୍ରିମ ବୁଦ୍ଧିମତା ଇକୋସିଷ୍ଟମ ପାଇଁ ସରକାରଙ୍କ ପ୍ରୟାସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking