30.1 C
Bhubaneswar
Monday, May 20, 2024
Homeଓଡିଶାଇଭି ଗାଡି ପାଇଁ ଏମଓୟୁ ସ୍ୱାକ୍ଷର

ଇଭି ଗାଡି ପାଇଁ ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ ଚାଳିତ କମର୍ସିଆଲ ଗାଡି ପାଇଁ ଏମଓୟୁ ସ୍ୱାକ୍ଷର । ରାଜ୍ୟ ସରକାର ଓ ଜେଏସଡବ୍ଲୁ ଗ୍ରୁପ ମଧ୍ୟରେ ସ୍ୱାକ୍ଷର । ଲୋକସେବ ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର । ନରାଜରେ ୯ ଶହ ଜମିରେ ପ୍ରକଳ୍ପ ପ୍ରତିଷ୍ଠା ନେଇ ଚୁକ୍ତି । ୪୦ ହଜାର କଟି ଟଙ୍କାର ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ ଗ୍ରୁପ । ବସ୍‌, ଟ୍ରକ, କାର କରି କମର୍ସିଆଲ ଗାଡି ଓ ଇଭି ବ୍ୟାଟେରୀ ଉତ୍ପାଦିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking