ଝାରସୁଗୁଡ଼ା : ବଜ୍ରାଘାତରେ ମା’-ପୁଅ ମୃତ ।ଏଭଳି ଅଭାବନୀୟ ଘଟଣା ଝାରସୁଗୁଡ଼ା ଗିଲ୍ଲାରେ ଘଟିଛି । ବନହରପାଲି ବାସୁପାଲି ଗାଁ’ରେ ବଜ୍ରାଘାତ ହୋଇ ମା’-ପୁଅଙ୍କ ମୃତ୍ୟୁ ହୋଇଛି ।
ଗାଁ’ରେ ଜଣଙ୍କ ଏକାଦଶହ ଭୋଜି ଚାଲିଥିଲା ବେଳେ ଆକାଷରୁ ଖସିଲଶ ମୃତ୍ୟୁ । ଯାହା ଫଳରେ ମା’ ପୁଅଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଉଦ୍ଧାର କରି ୩ଜଣଙ୍କୁ ସ୍ଥାନୀୟ ମେଡିକାଲକେୁ ନେଇଥିଲେ ସେଠାରେ ଡାକ୍ତର ମା’-ପୁଅଙ୍କୁ ମୃତ ଘୋଷଣାକରିଥିଲା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।