25.1 C
Bhubaneswar
Monday, October 7, 2024
Homeଓଡିଶାଜଳେଶ୍ବରରୁ ୨୭ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ବରରୁ ୨୭ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର:ଜଳେଶ୍ବରରୁ ବ୍ରାଉନସୁଗାର ଜବତ ହୋଇଛି । ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଜଣେ ବେପାରୀ ଗିରଫ ହୋଇଛନ୍ତି । ଅନୁକୂଳଚନ୍ଦ୍ର ମନ୍ଦିର ନିକଟରୁ ଜବତ କଲା ଜଳେଶ୍ବର ପୋଲିସ ।
ସୂଚନାଯୋଗ୍ୟ ଯେ, ଜଳେଶ୍ବରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ବେପାରୀଙ୍କଠାରୁ ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ତାଙ୍କ ନିକଟରୁ ନଗଦ ୧ ଲକ୍ଷ ୨୩ ହଜାର ୬୦୦ ଟଙ୍କା ଜବତ ହୋଇଛି । ଗିରଫ ବେପାରୀ ଜଣଙ୍କ ପଥରାପୁରା ଅଞ୍ଚଳର ବୋଲି ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking