28.1 C
Bhubaneswar
Friday, September 20, 2024
Homeଓଡିଶା୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ସୋର: ବଡଖୁରା ଉ.ପ୍ରା. ସ୍କୁଲର ୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।  ଖେଳୁଥିବା ବେଳେ ଅସୁସ୍ଥ ଅନୁଭବ କରୁଥିବାରୁ ସୋର ମେଡିକାଲରେ ଭର୍ତ୍ତି ହୋଇଥିାର ସୂଚନା । ପିଲାମନେ କେଉଁ କାରଣ ପାଇଁ ଅସୁସ୍ଥ ହେଲ ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରନାହିଁ । ପିଲାମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହେଉଥିବାର ସୂଚନା ।

ବାୟୁସେନାର ୨ଟି ବିମାନ କ୍ରାସ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking