ଭଣ୍ଡାରୀପୋଖରୀ: ବିଷାକ୍ତ ଫଳ ଖାଇ ୧୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର । ଗୁରୁତର ଛାତ୍ରଛାତ୍ରୀ ଭଣ୍ଡାରୀପୋଖରୀ ମେଡିକାଲରେ ଭର୍ତ୍ତି । ଅରେଇ କଣା ୟୁପି ସ୍କୁଲର ପିଲାମାନେ ବିଷାକ୍ତ ଫଳ ଖାଇଥିବା ସୂଚନା । ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ବିଇଓ ।