ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ମାଣ ହେବ ଆଧୁନିକ ମାଛ ମାର୍କେଟ ।୫୦ କୋଟି ଟଙ୍କାରେ ନିର୍ମାଣ ହେବ ମାଛ ମାର୍କେଟ । ପଣ୍ଡେରାରେ ଆଧୁନିକ ମାଛ ମାର୍କେଟ କରାଯିବ । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦୋଇଛନ୍ତି ।