27.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶସେପ୍ଟମ୍ବର ୨ ରେ ମିଶନ 'ସୂର୍ଯ୍ୟ'

ସେପ୍ଟମ୍ବର ୨ ରେ ମିଶନ ‘ସୂର୍ଯ୍ୟ’

ବ୍ୟୁରୋ : ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ ୱାନ ନେଇ ବଡ ଘୋଷଣା | ସେପ୍ଟମ୍ବର ୨ ରେ ଲଞ୍ଚ ହୋଇପାରେ ଆଦିତ୍ୟ ଏଲ ୱାନ | ସ୍ପେସ ଆପ୍ଲିକେସନ ସେଣ୍ଟର ମୁଖ୍ୟ ନୀଲେଶ ଦେଶାଇଙ୍କ ସୂଚନା | ମିଶନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି, ସେପ୍ଟମ୍ବର ୨ରେ ଲଞ୍ଚ ହେବ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking