28.1 C
Bhubaneswar
Monday, June 23, 2025
Homeଓଡିଶାଦୁଷ୍କର୍ମ ଓ ହତ୍ୟା : ଦୋଷୀକୁ ଆଜୀବନ କାରାଦଣ୍ଡ

ଦୁଷ୍କର୍ମ ଓ ହତ୍ୟା : ଦୋଷୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର : ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ । ଏଥିରେ ସଂପୃ୍‌କ୍ତ ଥିବା ଦୋଷୀ ସୁଶାନ୍ତ ନାୟକକୁ ଆଜୀବନ କାରାଦଣ୍ଡ  ଶୁଣାଇଲେ ଜିଲ୍ଲା ଦୌରାଜଜ୍ । ୨୦୨୧ ପଣ୍ଡାପଡା ଥାନା ଅଞ୍ଚଳରେ  ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦଣ୍ଡିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking