28.3 C
Bhubaneswar
Tuesday, June 23, 2026
Homeଓଡିଶାନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ: ଝୁଲନ୍ତା ଅବସ୍ଥାରେ ୧୫ ବର୍ଷର ନାବାଳକର ମୃତ ଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ହେଲେ ଫୁଲବାଣୀ କେନ୍ଦୁପଦର ଅଭିଜିତ୍ ବଗର୍ତ୍ତୀ। ପୁଅର ବାପାକୁ ଅଟକ ରଖି ପଚାରଉଚରା କରୁଛି ପୋଲିସ। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଜଣା ପଡୁଥିବା ବେଳେ ଶବ ବ୍ୟବଛେଦ ପରେ ପ୍ରକୁତ ଘଟଣା ଜଣା ପଡିବ ବୋଲି କହିଛନ୍ତି ଥାନା ଅଧିକାରୀ ସ୍ୱରୂପ କିଦାନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking